ବିରି ଲଡୁ - Black daal Laddu
ପ୍ରସ୍ତୁତି
ସାମଗ୍ରୀ-
ବିରି ୨୫୦
ଗ୍ରାମ, ସୁଜି ୫୦ ଗ୍ରାମ, ପାନମଧୁରୀ
ଅଳ୍ପ, ଛାଣିବା ପାଇଁ ଘିଅ, ପାଚିଲା କଦଳୀ ୨ଟି
, ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ
–
ବିରିକୁ
କିଛି ସମୟ ବତୁରାଇ ଧୋଇ ଚିକ୍କଣ କରି ବାଟି ରଖନ୍ତୁ । ଏଥିରେ ପାନମଧୁରୀ, ଗୁଡ, ଲୁଣ ପକାଇ ଭଲଭାବେ ଗୋଳାଇ ମିଶାନ୍ତୁ । ପାଚିଲା କଦଳୀ ୨ଟି ଚକଟି ମିଶାଇ ଦିଅନ୍ତୁ । ଏହାକୁ ଲଡୁ ଆକାରରେ କରି ରଖନ୍ତୁ । ଏବେ କରେଇରେ ଘିଅ ଗରମ କରି ଛାଣି ନିଅନ୍ତୁ । ଏବେ ପ୍ରସ୍ତୁତ ଆପଣଙ୍କ ବିରି ଲଡୁ । ଏହାକୁ ଥଣ୍ଡା ହେଇଆସିଲେ ଖାଇବାକୁ ଦିଅନ୍ତୁ ।