କଲରା ସମ୍ବର -BITTER GUARD SAMBAR
ପ୍ରସ୍ତୁତି
ସାମଗ୍ରୀ -
ହରଡ ଡାଲି ୨
ଚାମଚ ,ବିରି ଡାଲି ୨ ଚାମଚ
, ସୋଲା ଡାଲି ୧ ଚାମଚ , ନଡିଆକୋରା ୨ ଚାମଚ , ଶୁଖିଲା ଲଂକା
୨ ଟି (ଏସବୁକୁ ଭଲଭାବରେ
ଶିଳରେ ବାଟିଦେବ ) । ହରଡ ଡାଲି ୨୫୦ ଗ୍ରାମ ,କଲରା ୧୨୫ ଗ୍ରାମ
, ଗୁଡ ୨ ଚାମଚ , ରିଫାଇନତେଲ ୨
ଚାମଚ , ତେନ୍ତୁଳୀ
ରସ ୨ ଚାମଚ ,
ସୋରିଷ ଅଧଚାମଚ , ଭୁରୁସଙ୍ଗ ପତ୍ର ୧
ଡେମ୍ଫ , ଲୁଣ , ହଳଦୀ ପରିମାଣ
ଅନୁସାରେ ।
ପ୍ରଣାଳୀ -
କଲରାକୁ ଧୋଇ କାଟି
ତେଲରେ ଭାଜିନେବ । ଡାଲିକୁ ଲୁଣ ,
ହଳଦୀ ଦେଇ
ସିଝାଇ ବଟା ମସଲା
ଓ କଲରା ଦେଇ
ଫୁଟାନ୍ତୁ । ଏହାପରେ
ତେନ୍ତୁଳୀରସ ଓ ଗୁଡ ଦିଅ । ଏହାପରେ
ଫୁଟଣ , ଭୁରୁସଙ୍ଗ ପତ୍ର ଦେଇ
ବଘାରି ରଖ । ଏହା ଦେହ
ଲାଗି ବେଶ୍ ଲାଭଦେୟ
।