ଜିଞ୍ଜର ବିସ୍କୁଟ - GINGER BISCUIT
ସାମଗ୍ରୀ:-
ମଇଦା ୨୫୦ ଗ୍ରାମ , ବଟର ୧୫୦ ଗ୍ରାମ, ଗୁଣ୍ଡ ଚିନି ୧୫୦ ଗ୍ରାମ, କ୍ଷୀର ୨ ଚାମଚ , ଶୁଣ୍ଠି (ଶୁଖିଲା ଅଦା ) –ଗୁଣ୍ଡ ୨/୩
ଚାମକ , ଲୁଣ ସ୍ଵାଦ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ:
ମଇଦା ଓ ଶୁଣ୍ଠି ଗୁଣ୍ଡକୁ ଭଲଭାବରେ
ମିଶାଇ ଦିଅନ୍ତୁ । ଏଥିରେ ବଟର, କ୍ଷୀର , ଲୁଣ ଦେଇ ଭଲଭାବରେ ଫେଣ୍ଟି ଦିଅନ୍ତୁ । ଏବେ ସେଥିରେ ମଇଦା ମିଶ୍ରଣକୁ ଦେଇଚକଟି ଦିଅନ୍ତୁ । ଏହାକୁ
ମୋଟା ମୋଟା ବେଲି ଗୋଲ ଗୋଲ କାଟି ଦିଅନ୍ତୁ । ବିସ୍କୁଟ ବେକିଂ ଟ୍ରେରେ ଘିଅ ମାରି
ବେକିଂ କରନ୍ତୁ । ହେଇଗଲା ପରେ ଥଣ୍ଡା କରି ରଖିଦିଅନ୍ତୁ । ଏହା ଖୁବ ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର । ଥଣ୍ଡା ଜ୍ଵର
, ହଜମ ଶକ୍ତି ତଥା କ୍ୟାନସର ପାଇଁ
ମହୋଷଧି ପରି ଅଟେ ।