ବିରି –ଚାଉଳ ଗୁଲଗୁଲା – Black Dal-
Rice flour Gulgula
ପ୍ରସ୍ତୁତି
ସାମଗ୍ରୀ-
ପ୍ରଣାଳୀ
–
ପ୍ରଥମେ
ବିରିକୁ କିଛି ସମୟ ଭିଜାଇ ଚିକ୍କଣ କରି ବାଟି
ରଖନ୍ତୁ। ଏବେ ଏଥିରେ ଚାଉଳ ଚୂନା ଗୋଳାଇ ରଖନ୍ତୁ । ଦେଖିବେ ଯେପରି ମିଶ୍ରଣ ପାଣିଆ ନ ହୁଏ । ଏଥିରେ ଗୁଡ , ପାନମହୁରି ଗୋଳାଇ ଦିଅନ୍ତୁ । ଏବେ କଡେଇରେ ତେଲ ଗରମ କରି ଗୋଲ ଗୋଲ କରି ଗୁଲଗୁଲା ଛାଣି ଦିଅନ୍ତୁ ।