କାକୁଡି ଥଣ୍ଡା ଫ୍ରେଶ
– Cold Cucumber Fresh
ପ୍ରସ୍ତୁତି
ସାମଗ୍ରୀ-

ପ୍ରଣାଳୀ-
ପ୍ରଥମେ କାକୁଡିକୁ ଚୋପା
ଛଡାଇ ଛୋଟ ଛୋଟ କରି କାଟି ରଖନ୍ତୁ । ଏବେ କଟା କାକୁଡି, ଅଦା, ଲଙ୍କା, ବରଫ ପକାଇ ଭଲ ଭାବେ ବ୍ଲେଣ୍ଡିଂ କରି ନିଅନ୍ତୁ । ଟେଷ୍ଟ କରି ଲୁଣ ଦେଖିନିଅନ୍ତୁ ।
୧ ଘଣ୍ଟା ଫ୍ରିଜରେ ଥଣ୍ଡା କରି ଉପରେ ଗୋଲମରୀଚ ଗୁଣ୍ଡ, ପୋଦିନା ପତ୍ର ପକାଇ
ପରସନ୍ତୁ ।