ଦହିଭାତ CURD WATER-RICE
ପ୍ରସ୍ତୁତି
ସାମଗ୍ରୀ -
ଅରୁଆଚାଉଳ
୨୫୦ ଗ୍ରାମ , ଅଦା ଛେଚା ୨
ଚାମଚ , କଞ୍ଚାଲଙ୍କା କଟା ୨ ଟି
, ଦହି
୨ କପ୍ , ସୋରିଷ
ଅଧା ଚାମଚ , ଜିରା ଅଧା ଚାମଚ , କିଛି ଭୁରୁସଙ୍ଗପତ୍ର , ତେଲ ଓ ଲୁଣ
ପରିମାଣ ଅନୁଯାୟୀ ।
ପ୍ରଣାଳୀ -
ପ୍ରଥମେ ଅରୁଆଚାଉଳକୁ ଭାତ
ରାନ୍ଧିନିଅନ୍ତୁ । ଭାତ
ଥଣ୍ଡା ହେଲେ ଫେଣ୍ଟା ହୋଇଥିବା ଦହିରେ
ମିଶାନ୍ତୁ । ତେଲରେ
ଅଦା , ସୋରିଷ , ଜିରା , କିଛି କଟା କଞ୍ଚାଲଙ୍କା , ଭୁରୁସଙ୍ଗପତ୍ର ଆଦି
ଫୁଟେଇ ଦହିଭାତରେ ମିଶାନ୍ତୁ
। ଏବେ
ଏହାକୁ ଗୋଟିଏ
ପାତ୍ରକୁ କାଢି ତାହା
ଉପରେ କିଛି କଟା କଞ୍ଚାଲଙ୍କା ଓ
ଧନିଆପତ୍ରକୁ ସଜାଡି ଦିଅନ୍ତୁ
।
ଏବେ ପ୍ରସ୍ତୁତ ହୋଇଗଲା
ଦହିଭାତ । ଏହାକୁ ନିଜେ
ଚାଖନ୍ତୁ ଓ ଅନ୍ୟକୁ
ଦିଅନ୍ତୁ ।