କାନିକା- Kaanika
ପ୍ରସ୍ତୁତି ସାମଗ୍ରୀ –
ବାସୁମତୀ ଚାଉଳ - ୩
କପ୍, କାଜୁ - ୧୦/୧୫ ଟି , କିସମିସ – ୧୦/୧୫ଟି , ଚିନି – ଅଧେ କପ୍, ଘିଅ - ୫ /୬
ଚାମଚ , ଗୋଟା ଡାଲଚିନି , ଗୋଟା ଲବଙ୍ଗ , ଗୋଟା ଗୁଜୁରାତି , ଆବଶ୍ୟକ
ଅନୁଯାଇ ଲୁଣ ଓ
ହଳଦୀ |
ପ୍ରଣାଳୀ
-
ପ୍ରଥମେ କାଜୁ ଓ
କିସମିସକୁ ଭାଜି ରଖ | ଏହାପରେ କୁକରରେ
ଘିଅ ଦେଇ ଗୁଜୁରାତି , ଲବଙ୍ଗ ଓ ଡାଲଚିନି
ଦେଇ ଚାଉଳକୁ ଭାଜନ୍ତୁ
| ଚାଉଳ ଭାଜି ହୋଇଗଲେ
ପାଣି ଦେଇ ପ୍ରେସର
ଦିଅନ୍ତୁ | ଗୋଟିଏ ହୁଇସିଲ୍ ଦେଲେ ପ୍ରେସର
ଫିଟାଇ କାଢନ୍ତୁ |
ଢାଙ୍କୁଣି କାଢି ଚିନି , କାଜୁ , କିସମିସ ଗୋଳେଇ
୨ ମିନିଟ୍ ଚୁଲାରେ ଧୀର ଆଞ୍ଚରେ
ଘାଣ୍ଟ ଓ ଉପରେ
ଗୁଆଘିଅ ଦେଇ କାଢନ୍ତୁ