ଅଟା କାକରା-Atta Kakara
ପ୍ରସ୍ତୁତି ସାମଗ୍ରୀ –
ପ୍ରଣାଳୀ
-
ନଡ଼ିଆକୁ କୋରି ନିଅନ୍ତୁ | ସେଥିରେ ଗୁଡ
ଅଳ୍ପ ଦେଇ ଏହି
ପୁରକୁ ଭାଜିଦିଅନ୍ତୁ | ଡେକଚିରେ ପାଣି
ବସାଇ ଲୁଣ ଓ ଗୁଡ ପକାଇ ଫୁଟାନ୍ତୁ
| ପାଣି ଫୁଟିଲେ
ଅଟା ପକାଇ ଖଳି
ପ୍ରସ୍ତୁତ କରନ୍ତୁ | ଏହି ଖଳିକୁ ଥଣ୍ଡା
କରି କାକରା ଗଢି
ଭିତରେ ପୁରଦିଅନ୍ତୁ | କଡେଇରେ ତେଲ
ଗରମ କରି ଏହି
ପିଠାକୁ ଛାଣିଦିଅନ୍ତୁ | ଏହା ବହୁତ ସ୍ଵାଦିଷ୍ଟ
ଅଟେ |