ମିକ୍ସ ପରଟା (MIX PARATA)
ଆବଶ୍ୟକ ସାମଗ୍ରୀ :
୨ କପ ଅଟା, ଅଧା କପ ବେସନ, ୨ ଟି ସିଝା ଆଳୁ, କୋରା ନଡିଆ, ଅଧା ଚାମଚ ଗରମ ମସଲା ଗୁଣ୍ଡ, ଆବଶ୍ୟକ ଲୁଣ, କାଟ ଧନିଆ ପତ୍ର, ତେଲ, ୧ଟି କଞ୍ଚା ଲଙ୍କା |
ପ୍ରଣାଳୀ :
ବେସନରେ ଛୁଟ ଚାମଚରେ ଚାମଚେ ଘିଅ ଢାଳି, ସେଥିରେ ସିଝା ଅଳୁ ଚକଟି ଦିଅନ୍ତୁ | ନଡିଆକୋରା, କଞ୍ଚାଲଙ୍କା ଗରମ ମସଲା, ଧନିଆ ପତ୍ର ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ | ଏବେ ଅଟାକୁ ପାଣିଦେଇ ଚକଟି ଦିଅନ୍ତୁ| ଗୋଳାକୁ ବଡ ବେଲଣା ପଟାରେ ରୋଟି ଭଳି ବେଲି ଦିଅନ୍ତୁ | ଏହି ରୋଟିକୁ ଏବେ ଛୁଟ ଛୁଟ କରି କାଟି ଦିଅନ୍ତୁ | କଟା ହୋଇଥିବା ଛୋଟ ଛୋଟ ରୋଟି ଖଣ୍ଡରେ ଘିଅ ଲଗାଇ ମଝିରେ ବେସ