ପାଳଙ୍ଗ ବଡି ଚୁଡ୍ଚୁଡା – Palak Badi Chudchudaa
ପ୍ରସ୍ତୁତି
ସାମଗ୍ରୀ-

ପ୍ରଣାଳୀ
–
ପ୍ରଥମେ
ଫୁଲ ବଡିକୁ ତେଲରେ ଭାଜି ରଖନ୍ତୁ । ଏବେ କରେଇରେ ତେଲ ଫୁଟାଇ ସେଥିରେ କଟା ପାଳଙ୍ଗଶାଗ ପକାନ୍ତୁ
। ପିଠା ଖଡିକାରେ ଏପଟ ସେପଟ କରି ଅଳ୍ପ ସିଝି ଆସିଲେ
ଏଥିରେ ଛେଚା ରସୁଣ, ସୋରିଷ ବଟା, ଭଜା ବଡି ପକାଇ ଅଳ୍ପ ଆଞ୍ଚରେ ବସାଇ ଢାଙ୍କଣା ଦେଇ ୧-୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଲୁଣ ଆବଶ୍ୟକ ଅନୁସାରେ ପକାଇ ଗୋଳାଇ ପାଣି ମରିଗଲେ
ଗରମ ଗରମ ପରସନ୍ତୁ । କଞ୍ଚା ଲଙ୍କା ଚୁନ ଚୁନ କରି
ପକାଇ ପାରିବେ ।