ଭେଣ୍ଡି ମସାଲା – Lady’s -finger Masala
ଆବଶ୍ୟକ ସାମଗ୍ରୀ:
![Bhendi Masala by www.odiatastykhana.in](https://3.bp.blogspot.com/-rJEj0e4lvP4/XGWMpKuVHQI/AAAAAAAADp4/Y2tL9KK9Sdo0N2v0qFC-2xpDvd7ipFf4ACLcBGAs/s320/bhendi%2Bmasalaa.jpg)
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ଏକ ପାତ୍ରରେ ଭେଣ୍ଡିକୁ ସଫା କରି ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ । ଏବେ ନଡିଆ
କୋରା, ସୋରିଷ , ପୋସ୍ତ କଞ୍ଚା ଲଙ୍କା
ବାଟି ରଖନ୍ତୁ ।
ଏବେ କରେଇରେ ତେଲ ଗରମ କରି ଭେଣ୍ଡିକୁ ଭଲଭାବେ ଭାଜି ସେଥିରେ
କଟା ଟମାଟୋ ଓ ମସଲା ବଟା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ
। ଏକ କପ ପାଣି ଦେଇ ଫୁଟାଇ ୫ ମିନିଟ ପରେ ଖାଇବାକୁ ଦିଅନ୍ତୁ ।