ସାଧା କେକ୍ -CAKE
ପ୍ରସ୍ତୁତି ସାମଗ୍ରୀ –
ମଇଦା - ୨୦୦ ଗ୍ରାମ , ଗୁଜୁରାତି -୫ ଟି , ଗୁଣ୍ଡଚିନି -୨୦୦ ଗ୍ରାମ , ବଟର- ୧୦୦ ଗ୍ରାମ , ବେକିଂ ପାଉଡର – ୨ ଚାମଚ , କିସମିସ -୨୫
ଗ୍ରାମ , ଚେରି – ୫/୬ ଟି
ମଇଦା ଓ ବେକିଂ
ପାଉଡର ମିଶାଇ ଭଲଭାବରେ
ଚଲାଇ ଦିଅ | ଚିନି ଓ ବଟରକୁ
ଭଲଭାବରେ ଫେଣ୍ଟି ଦିଅନ୍ତୁ | ମଇଦା ସହିତ ସେହି
ଚିନି ମିଶ୍ରଣକୁ ମିଶାଇ
ଦିଅନ୍ତୁ | କିସମିସ ଓ
ଗୁଜୁରାତି ଗୁଣ୍ଡ ମଧ୍ୟ
ମିଶାଇ ଦିଅନ୍ତୁ | ବେକିଂ
ପ୍ୟାନରେ ବଟର ମାରି ଉକ୍ତ
ମିଶ୍ରଣକୁ ଢାଳି ଦିଅନ୍ତୁ
| ଉପରେ ଚେରି କଟା ସବୁ
ଛିଞ୍ଚି ଦିଅନ୍ତୁ | ଅଧଘଣ୍ଟା ପାଇଁ
ବେକିଂ କରିଦିଅନ୍ତୁ |