ପଣସ କଠା ମୁଗଡାଲି ତରକାରୀ - Jack Fruit Moong Dal Curry
ପ୍ରସ୍ତୁତି ସାମଗ୍ରୀ –
ମୁଗ ଡାଲି ୨ କପ , ପଣସ କଠା ( ଛୋଟ ଛୋଟ ଓ ସରୁ ସରୁ ) କଟା ୨ କପ, ଘିଅ ୩ ଚାମଚ , ପିଆଜ ୩ ଟି , ଗରମ ମସଲା ( ବଟା ) ୨ ଚାମଚ , ଧନିଆ ପତ୍ର ୨ ଚାମଚ , ହଳଦୀ ଓ ଲୁଣ ଆବଶ୍ୟକ ଅନୁସାରେ ।

ପ୍ରଣାଳୀ –
ପ୍ରଥମେ ପ୍ରେସର କୁକରରେ ମୁଗଡାଲି ଓ ପଣସ
କଠାକୁ ଲୁଣ , ହଳଦୀ ସିଝାଇ ଦିଅନ୍ତୁ । ପ୍ରେସର ଖୋଲି ରଖନ୍ତୁ । କରେଇରେ ଘିଅ , ଜୀରା ଫୁଟେଇ ପିଆଜ ପକାଇ ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗ ରଙ୍ଗର ହେଲେ ଡାଲମା ବଘାରନ୍ତୁ ।
ଏହାପରେ ଗରମ ମସଲା ଓ ଧନିଆ ପତ୍ର ଦେଇ ଅଞ୍ଚରୁ ବାହାର କରି ରଖନ୍ତୁ । ଏହା ଗରମ ଗରମ ପରସନ୍ତୁ । ଏହା ପୁଷ୍ଟିକର ଓ tasty ମଧ୍ୟ ।