ଲାଉ ହାଲୁଆ –Bottle Guard Halva
ଆବଶ୍ୟକ ସାମଗ୍ରୀ :
୨ କପ୍ କୋରାଲାଉ , ୧ କପ୍ ଚିନି , ୫ ଚାମଚ ଖୁଆ , ୪ ଚାମଚ ଘିଅ , ଆବଶ୍ୟକ ମୁତାବକ କାଜୁ , କିସମିସ ଓ ଗୁଜୁରାତି ଗୁଣ୍ଡ |
ପ୍ରସ୍ତୁତ ପ୍ରଣାଳୀ :
କଡେଇରେ ଘିଅ ଗରମ କରି ଲାଉକୋରା ପକାଇ ଭାଜନ୍ତୁ | ସେଥିରୁ ପାଣି ଶୁଖିଗଲେ ଚିନି ପକାଇ ପୁଣି ଥରେ କିଛି ସମୟ ଭାଜନ୍ତୁ | ୫ ମିନିଟ୍ ପରେ ସେଥିରେ ଖୁଆ , କାଜୁ ଓ କିସମିସ ପକାଇ ଭାଜନ୍ତୁ | ଲାଉ ସିଝିଗଲା ପରେ ସେଥିରେ ଗୁଜୁରାତି ଗୁଣ୍ଡ ଗୋଳାଇ ଓହ୍ଲାଇ ଆଣନ୍ତୁ | ଏହାକୁ ଥଣ୍ଡା କରି ପରିବେଷଣ କରନ୍ତୁ |