ନଡିଆରସ ପଲଉ- Coconut Palao
ପ୍ରସ୍ତୁତି ସାମଗ୍ରୀ –
ଅରୁଆ ଚାଉଳ- ୩ କପ୍, ଗୁଆଘିଆ - ୨ ଚାମଚ , ଲବଙ୍ଗ- ୪ ଟି , ଗୁଜୁରାତି- ୫
ଟି , ଗୋଲମରିଚ- ୫ ଟି , କାଜୁବାଦାମ- ୧୦/୧୫ ଟି , କିସମିସ- ୧୦ / ୧୫ ଟି , ନଡିଆରସ- ୨ଟି ନଡିଆର , ଲୁଣ ପରିମାଣ
ଅନୁସାରେ ।
ପ୍ରଣାଳୀ -
ଚାଉଳକୁ
ଭଲଭାବରେ ଧୋଇ ରଖ । ଡେକଚିରେ ଘିଅ
ଦେଇ ଲବଙ୍ଗ , ଗୁଜୁରାତି , ଗୋଲମରିଚ , କାଜୁ , କିସମିସ
ଦେଇ ଭାଜି ଚାଉଳ
ପକାଇ ଭାଜ ଓ ସେଥିରେ
ନଡିଆରସ ପକାଇ ଢାଙ୍କୁଣି
ବନ୍ଦ କରି ଅଳ୍ପ
ନିଆଁ ରେ ବସାନ୍ତୁ । ଭାତ ହୋଇ ଆସିଲେ ସେଥିରେ
ଗୁଜୁରାତି ଗୁଣ୍ଡ ଗୋଳାଇ
ଢାଙ୍କିଦିଅ । ପାଣି ମରିଗଲେ ଓହ୍ଲାଇ
ଖାଇବାକୁ ଦିଅନ୍ତୁ । ଏହା ବହୁତ ସ୍ଵାଦିଷ୍ଟ ଅଟେ ।