ଖଇ ବଡି – Puffed-brown-rice
Chunks
ଆବଶ୍ୟକ ସାମଗ୍ରୀ:
![](https://4.bp.blogspot.com/-QH9zjxkYwVQ/WncpInj2hVI/AAAAAAAADRw/Ef3ShmukNOUFjpFmFKLW4gOYyiXe_y-VgCLcBGAs/s320/khai%2Bbadi.jpg)
ପ୍ରସ୍ତୁତି
ପ୍ରଣାଳୀ :
ସବୁ ଆବଶ୍ୟକ ସାମଗ୍ରୀକୁ ଗୋଳାଇ ଗୋଟିଏ ଦିନ ଛାଡି ଦିଅନ୍ତୁ । ଏବେ ବଡି ପକା ଚାଲୁଣୀ ବା ଟିଣ ଉପରେ ତେଲ ସର ସର କରି ଖଇ
ବଡି ପରି ବରା ଆକାରରେ ଗଢି ଦୁଇ ଦିନ ପର୍ଯ୍ୟନ୍ତ ଶୁଖାଇ ଦିଅନ୍ତୁ ।
ଏବେ ପ୍ରସ୍ତୁତ ଆପଣଙ୍କ ପ୍ରିୟ ଖଇ ବଡି । ଏହା ଛାଣି ଖାଇବାକୁ ବେଶ ସ୍ଵାଦ କର ।