ସୁନସୁନିଆ ବରା – Water clover Bada
ପ୍ରସ୍ତୁତି
ସାମଗ୍ରୀ-
ସୁନସୁନିଆ ଶାଗ ୫୦୦ ଗ୍ରାମ, ୨ଟି ପିଆଜ, ବେସନ ୨୦୦ଟି, ୪ଟି
କଞ୍ଚା ଲଙ୍କା, ଛଣିବା ପାଇଁ ରିଫାଇନ ତେଲ,
ଲୁଣ ଆବଶ୍ୟକ ଅନୁସାରେ ।
ପ୍ରଣାଳୀ
–

ଧ୍ୟାନ ଦେବେ ଯେପରି ବହୁତ କମ ସମୟ ଛାଣିବେ ଯେପରି ସୁନସୁନିଆ ଶାଗ ବେଶୀ ପୋଡି ନ ଯାଏ । ଏବେ ପ୍ରସ୍ତୁତ
ଆପଣଙ୍କ ପ୍ରିୟ ଓ ଶରୀର ପାଇଁ ଅତି ଉପାଦେୟ ସୁନସୁନିଆ ଶାଗ ବରା ।