ସପୁରୀ –ଛେନା ସନ୍ଦେଶ - PINEAPPLE PANEER SANDESH
ସାମଗ୍ରୀ:-
ଚକଟା ହୋଇଥିବା ଛେନା ୨୫୦ ଗ୍ରାମ , ସପୁରୀ ୬ ପିସ , ୨ ଚାମଚ ଚିନି ଗୁଣ୍ଡ , କେସର ସାମାନ୍ୟ , କାଜୁ
ବାଦାମ ଓ ପିସ୍ତା ବାଦାମ କିଛି ।
ପ୍ରସ୍ତୁତି ପ୍ରଣାଳୀ:
ଚିନି ଗୁଣ୍ଡରେ ଚକଟା ହୋଇଥିବା ଛେନାକୁ ଭଲ ଭାବରେ ମିଶାନ୍ତୁ । ଏହି ମିଶ୍ରଣକୁ ସପୁରୀ ଖଣ୍ଡ ଉପରେ ରଖନ୍ତୁ । ଏହା ଉପରେ
କେସର , କାଜୁ ଓ
ପିସ୍ତା ପକାନ୍ତୁ । ଏହାପରେ ଏହାକୁ ଫ୍ରୀଜରେ
ରଖନ୍ତୁ । ଅଧା ଘଣ୍ଟା ପରେ ଫ୍ରୀଜରୁ କାଢି
ଖାଇବାକୁ ଦିଅନ୍ତୁ ।