ଦହି ପୋଟଳ – Dahi Potala
ପ୍ରସ୍ତୁତି
ସାମଗ୍ରୀ -
ପୋଟଳ ୨୫୦
ଗ୍ରାମ , ଜିରା ୧ ଚାମଚ ,
ଅଦାବଟା ୨ ଚାମଚ , ଦହି ୧ କପ୍, ଶୁଖିଲାଲଙ୍କା
ବଟା ୧ ଚାମଚ , ଧନିଆପତ୍ର ,
ସୋରିଷ ତେଲ ,
ଲୁଣ , ଚିନି ଅଧଚାମଚ
।
ପ୍ରଣାଳୀ
-
ଗୋଟା ପୋଟଳ ଦୁଇ ମୁଣ୍ଡିପାଖ କାଟିନେବେ । ତେଲରେ ପୋଟଳଗୁଡିକ ଭାଜିଦେବେ । ତେଲ ଓ ଫୁଟଣ ଫୁଟେଇ ବଟା ମସଲା ପକାଇ ଅଳ୍ପ ଭାଜିଦେବେ । ଏହାପରେ ଦହି , ଚିନି ପକାଇବେ । ଏହାପରେ ପୋଟଳ ପକାଇ ଧନିଆପତ୍ର କଟାଦେଇ କାଢିଦେବେ ।