ଆଳୁ ନଡିଆ ଚଡଚଡି – Potato Coconut chadchadi
ଆବଶ୍ୟକ ସାମଗ୍ରୀ:

ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ଆଳୁକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ । ଅଦା ଓ
କଞ୍ଚା ଲଙ୍କା ଛେଚି ରଖନ୍ତୁ । ଏବେ କରେଇରେ ତେଲ ଗରମ କରି ଜୀରା ଓ ତେଜପତ୍ର ଫୁଟାଇ ଆଳୁକୁ ପକାଇ ଅଳ୍ପ ଭାଜନ୍ତୁ । ଆଳୁ ଅଳ୍ପ ଭାଜି ହେଲାପରେ ଏଥିରେ ଲୁଣ, ହଳଦୀ , ଅଳ୍ପ ପାଣି , ନଡିଆକୋରା , ଅଦା , କଞ୍ଚା ଲଙ୍କା
ଛେଚା ପକାଇ ଭଲରେ ଗୋଳାଇ ଦିଅନ୍ତୁ । ଆଳୁ ସିଝି ଆସିଲେ ଅଳ୍ପ ଅଳ୍ପ ପାଣି ଥିଲେ ତରକାରୀ ବାହାର କରି
ପରସନ୍ତୁ ।