ପାଳଙ୍ଗ ସାବୁଦାନା ବରା – Spinach Sabudana Vada
ପ୍ରସ୍ତୁତି ସାମଗ୍ରୀ –
ସାବୁଦାନା ୧୦୦ ଗ୍ରାମ , ସିଝା ଆଳୁ ୨୦୦ ଗ୍ରାମ , ଭଜା ବାଦାମ ୨୦ ଗ୍ରାମ , ଧନିଆ ପତ୍ର ଅଳ୍ପ , କଞ୍ଛା ଲଙ୍କା ୩/୪ ଟି , ପାଳଙ୍ଗ ୧୦୦ ଗ୍ରାମ , ଲୁଣ ସ୍ଵାଦ ଅନୁସାରେ , ସାଧା ଓଟ୍ସ (oats) ୪୦ ଗ୍ରାମ , ସଫୋଲା ତେଲ
।
ପ୍ରଣାଳୀ –
ସାବୁ ଦାନାକୁ ଧୋଇ ୬-୮ ଘଣ୍ଟା ପାଣିରେ
ବତୁରାଇ ରଖନ୍ତୁ । ଏହାପରେ ସାବୁ ଦାନାକୁ ଛାଣି ଗୋଟିଏ ପାତ୍ରରେ ରଖନ୍ତୁ । ଏଥିରେ ଆଳୁ , ବାଦାମ,
ଧଣିଆ ପତ୍ର , ଲଙ୍କା , ପାଳଙ୍ଗ ଶାଗ , ଲୁଣ ଓ ଓଟ୍ସ ପକାଇ ଭଲଭାବେ ଗୋଳାଇ
ଦିଅନ୍ତୁ । ଏହାପରେ ପ୍ୟାନ ଗରମ କରି ସଫୋଲା ତେଲରେ କମ ଆଞ୍ଚରେ ବରା ଆକାରରେ କରି ଭାଜନ୍ତୁ ।
ଏହା crispy from outside and soft o tasty
from inside । ଏହା ବହୁତ ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ମଧ୍ୟ । ସାବୁ ଏହାକୁ chili ଚଟଣି ସହିତ ଖାଇ ପାରିବେ ।