ଲସି –  Lassi
ପ୍ରସ୍ତୁତି
ସାମଗ୍ରୀ-.
ପ୍ରଣାଳୀ
-
ପୂର୍ବରାତିରୁ
ଆଲମଣ୍ଡ  ବାଦାମ ୧୦ ଟିକୁ ପାଣିରେ ବତୁରାଇ ରଖନ୍ତୁ
।  ଏହାକୁ ଛୋଟ ଛୋଟ ପତଳା ପତଳା କରି କାଟି ରଖନ୍ତୁ
।  ବ୍ଲେଣ୍ଡରରେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ
।  
ଏବେ ଲମ୍ବା ଲମ୍ବା ଗ୍ଲାସରେ ଅଧା ଗ୍ଲାସ ପାଣି
ନିଅନ୍ତୁ ଓ ଅଧା ଦହି ନିଅନ୍ତୁ ।  ଏବେ ଏଥିରେ ଏକ
ଚାମଚ ମହୁ ପକାଇ ଭଲ ଭାବେ ଚାମଚରେ ଘାଣ୍ଟି ଦିଅନ୍ତୁ । ଉପରେ ବାଦାମ ଖଣ୍ଡ ପକାଇ ପରସନ୍ତୁ ।   ଖରା ଦିନରେ
 ଥଣ୍ଡା ପାଣି  ବା ଅଳ୍ପ ବରଫ ଖଣ୍ଡ ପକାଇ ପାରିବେ । 
