ଫୁଟି କାକୁଡି ଆଇସକ୍ରିମ – Yellow Cucumber IceCream
ପ୍ରସ୍ତୁତି
ସାମଗ୍ରୀ-
ଫୁଟି
କାକୁଡି ୫୦୦ ଗ୍ରାମ, ମିଲ୍କ ପାଉଡର
୨୫୦ ଗ୍ରାମ, ଚିନି ୨୦୦ ଗ୍ରାମ, ଚେରୀ ୧୫ ଟି, ଗୁଜୁରାତି ୨ଟି ।
ପ୍ରଣାଳୀ
–
ପ୍ରଥମେ
ଫୁଟିକାକୁଡିରୁ ଚୋପା ଛଡାଇ ମଞ୍ଜି ବାହାର କରି
ରଖନ୍ତୁ । ଏହାକୁ
ଗ୍ରାଇଣ୍ଡରରେ ଭଲ ଭାବରେ ଗ୍ରାଇଣ୍ଡ କରି ଏଥିରେ ମିଲ୍କ ପାଉଡର ଓ ଚିନି ପକାଇ ଭଲ ଭାବରେ ଫେଣ୍ଟି ଦିଅନ୍ତୁ
।
ଏବେ ଏହାକୁ ଫ୍ରିଜରେ ରଖି ଥଣ୍ଡା କରି ଗୁଜୁରାତି
ଗୁଣ୍ଡ ଅଳ୍ପ ପକାଇ ଆଉଥରେ ଫେଣ୍ଟି ଦିଅନ୍ତୁ ।
ଏହା ଉପରେ ଚେରୀ କାଟି ସଜାଇ ପରସନ୍ତୁ । ଏହା ଯେପରି ସୁଆଦିଆ
ସେପରି ଖାଦ୍ୟ ସାର ଯୁକ୍ତ ମଧ୍ୟ ।