ଭେଜ ପରଟା – Sabji Parathaa
ପ୍ରସ୍ତୁତି
ସାମଗ୍ରୀ-
୨ କପ ଅଟା, ଅଧା କପ ସୁଝି, ୧/୪ କପ ଗାଜର କୋରା ଓ ଅତି ଛୋଟ ଛୋଟ କଟା ଯାଇଥିବା ୧/୪ କପ ପାଳଙ୍ଗ ଶାଗ
, ଗୋଟା ଜୀରା, ହଳଦୀ, ଲଙ୍କା ଗୁଣ୍ଡ ଓ ଲୁଣ ଆବଶ୍ୟକ ଅନୁଯାଇ, ସୁରିଷ ତେଲ ଅଳ୍ପ ।
ପ୍ରଣାଳୀ
–
Tasty Tasty ଭେଜ ପରଟା – Sabji Parathaa ପାଇଁ ପ୍ରଥମେ ସମସ୍ତ ପ୍ରସ୍ତୁତି ସାମଗ୍ରୀ ଗୋଡିକୁ ନେଇ ପାଣି ଦେଇ ଦେଇ ଭଲଭାବେ ଚକଟି ଦିଅନ୍ତୁ । ପରଟା ପରି ବଡ ବଡ
ଗୋଳା କରି ମୋଟା କରି ଧୀରେ ଧୀରେ ବେଲି ଦିଅନ୍ତୁ । ଏବେ ଅଳ୍ପ ଅଳ୍ପ ତେଲ ନେଇ ପ୍ୟାନରେ ପରଟା ପରି କରି ନିଅନ୍ତୁ ଯେପରି ଉପରେ ବାଦାମି ରଙ୍ଗର ଚିହ୍ନ
ଆସିଯିବ । ଏବେ ବାହାର କରି ସଂପୂର୍ଣ୍ଣ ଥଣ୍ଡା ହେଲେ ଚଣା ଚଟଣି ବା ଖାଲି ଖାଇବାକୁ ଦିଅନ୍ତୁ ।
ଏହାକୁ ପିଲାଙ୍କ
tiffin box ବା office tifffin ଭାବରେ ଦେଇ ପାରିବେ ।