ଡାଳିମ୍ବ ସରବତ – Pomegranate Sarbat
ପ୍ରସ୍ତୁତି
ସାମଗ୍ରୀ-
୫୦୦ ଗ୍ରାମ
ଡାଳିମ୍ବ (red Pomegranate ), ୫୦୦ ଗ୍ରାମ ଚିନି, ୨୫୦ ଗ୍ରାମ ପାଣି
, ବରଫ ଅଳ୍ପ , କଳା ଲୁଣ, ପୁଦିନା ପତ୍ର ।
ପ୍ରଣାଳୀ –
ଡାଳିମ୍ବ
ସରବତ – Pomegranate Sarbat ଯେପରି ସହଜ ସେପରି ଏକ recipe ନ ହେଲେ ବି cooking India ରେ ସାମିଲ
କରିପାରିବା । ଏହା ପିଲା ଠାରୁ ବୟସ୍କ ସମସ୍ତଙ୍କର ଅତି ପ୍ରିୟ ଓ ଦେହ ପାଇଁ
ହିତକର ମଧ୍ୟ । Odia recipe ଡାଳିମ୍ବ ସରବତ ପାଇଁ ପ୍ରଥମେ ଡାଳିମ୍ବ ଛଡାଇ ରସ ବାହାର କରି ରଖନ୍ତୁ । ପାଣି ଓ ଚିନି ନେଇ ଗରମ କରନ୍ତୁ । ଏହା ଥଣ୍ଡା ହେଲାପରେ ଡାଳିମ୍ବ ରସ ମିଶାଇ juice ଗ୍ଲାସ ରେ ରଖି ଅଳ୍ପ ଗୁଣ୍ଡ ବରଫ, ପୁଦିନା ପତ୍ର ଓ କଳା ଲୁଣ ଦେଇ ପରସନ୍ତୁ ସମସ୍ତଙ୍କ ପ୍ରିୟ ଡାଳିମ୍ବ ସରବତ
।