ସୁଜି ପିଠା- Suji Pithaa
ଆବଶ୍ୟକ ସାମଗ୍ରୀ:
ସୁଜି
୨୫୦ ଗ୍ରାମ, ବିରି ଡାଲି ୧୫୦
ଗ୍ରାମ , କଞ୍ଚା ଲଙ୍କା ୩/୪ ଟି , ପିଆଜ ୨ଟି, ସୁରିଷ ତେଲ ଓ ଲୁଣ ଆବଶ୍ୟକ
ଅନୁସାରେ ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
ସୁଜିକୁ ଅଳ୍ପ ପାଣି ଦେଇ କିଛି ସମୟ ଭିଜାଇ ରଖନ୍ତୁ
। ବିରିକୁ ଚିକ୍କଣ କରି ବାଟି
ଦିଅନ୍ତୁ । ଏବେ ସୁଜିରୁ ପାଣି ନିଗାଡି ବିରି
ବଟା ସହ ଭଲ ଭାବେ ମିଶାଇ ଦିଅନ୍ତୁ । ଏବେ ତାୱାରେ ତେଲ ଗ୍ରାମ କରି ସରୁ ସରୁ ଚକୁଳି କରନ୍ତୁ ।
ପିଆଜ
ଓ ଲଙ୍କା କୁ ଚୁନ ଚୁନ କରି କାଟି ଚକୁଳି ଉପରେ ପକାଇ ଅଳ୍ପ ତେଲ ପକାନ୍ତୁ
ଯେପରି ମୁସମୁସ ହେବ ।
ଗରମ ଗରମ ଏବେ ଖାଇବାକୁ ଦିଅନ୍ତୁ
।