କଦଳୀ ଭଜା ଚାରିକୋଣିଆ
– Green Banana Squre size Fry
ଆବଶ୍ୟକ ସାମଗ୍ରୀ:
କଞ୍ଚା କଦଳୀ – ୨ ଟି, କଞ୍ଚା ଲଙ୍କା – ୩/୪ ଟି , ରିଫାଇନ ତେଲ – ୧
ଚାମଚ, ଭୃସଙ୍ଗ ପତ୍ର , ଅଦା ଅଳ୍ପ, ବିରି ଡାଲି – ୧ ଚାମଚ, ହଳଦୀ ଓ ଲୁଣ ଆବଶ୍ୟକ ଅନୁସାରେ , ସୋରିଷ ଅଳ୍ପ , ଲାଲ ଲଙ୍କା ୧ଟି ,
ବୁଟ ଡାଲି ୧ ଚାମଚ ।
ପ୍ରସ୍ତୁତି ପ୍ରଣାଳୀ
:
ପ୍ରଥମେ
କଞ୍ଚା କଦଳୀ ରୁ ଚୋପା ଛଡାଇ ତାକୁ ଛୋଟ ଛୋଟ ଚାରିକଣିଆ
ଆକାରରେ କାଟି ରଖନ୍ତୁ । ଏହାକୁ ହଳଦୀ , ଲୁଣ ଓ ଏକ କପ ପାଣି ଦେଇ ସିଝାନ୍ତୁ ।
ଏବେ ଅନ୍ୟ
ଏକ କରେଇରେ ତେଲ ଗରମ କରି ବୁଟ , ଲାଲ ଲଙ୍କା ପକାଇ ସୋରିଷ ଫୁଟାଇ ସେଥିରେ ଭୃସଙ୍ଗ ପତ୍ର,
ସିଝା କଦଳୀ, କଟା କଞ୍ଚାଲଙ୍କା ପକାଇ, ଅଦା ପକାଇ
ଭଜା ଭାଜି କରି ପରସନ୍ତୁ ।