ସିଝା ସନ୍ଦେଶ – Steamed
Sandesh
ପ୍ରସ୍ତୁତି ସାମଗ୍ରୀ :
ଛେନା ୨୫୦ ଗ୍ରାମ , ଚିନି ୧୫୦ ଗ୍ରାମ , ଗୁଜୁରାତି ୨ ଗ୍ରାମ , ମଇଦା ୨୫ ଗ୍ରାମ , ଘିଅ ୫୦ ଗ୍ରାମ ।
ପ୍ରଣାଳୀ :
ଛେନାକୁ ପ୍ରଥମେ ଏକ କପଡ଼ାରେ ବାନ୍ଧି ପାଣିତକ ବାହାର କରି ରଖନ୍ତୁ । ଏହାପରେ ଛେନା , ଚିନି , ଘିଅ , ମଇଦା ଓ ଗୁଜୁରାତି ଗୁଣ୍ଡକୁ ମିଶାଇ ଭଲ ଭାବରେ ଚକଟି ଦିଅନ୍ତୁ । ଚକଟି ସାରିଲା ପରେ
ଏକ ପାତ୍ରରେ ଘିଅ ମାରି ଏହି ମିଶ୍ରଣକୁ ରଖନ୍ତୁ ।
ଏହାପରେ ପ୍ରେସର କୁକରରେ ଅଳ୍ପ ପାଣି ଦେଇ ଏହି ପାତ୍ରଟିକୁ ରଖି ଷ୍ଟିମ କରାଇବେ । ମିଶ୍ରଣଟି ବସିଗଲା ପରେ ଥଣ୍ଡା କରି ରଖନ୍ତୁ । ଥଣ୍ଡା ହେଲା ପରେ ଏହାକୁ ଖଣ୍ଡ ଖଣ୍ଡ କରି କାଟି ରଖନ୍ତୁ । ଏବେ ପପ୍ରସ୍ତୁତ ଆପଣଙ୍କ ମନ ପସନ୍ଦର ମିଠା ସନ୍ଦେଶ ।