* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Sep 1, 2016

ବଘରା ଚକୁଳି ପିଠା- Spicy Pithaa

ବଘରା ଚକୁଳି ପିଠା- Spicy  Pithaa

ପ୍ରସ୍ତୁତି  ସାମଗ୍ରୀ – 

ଅରୁଆ ଚାଉଳ ୨୦୦ ଗ୍ରାମ , ବିରିଡାଲି ୧୦୦ ଗ୍ରାମ , କଞ୍ଚା ଲଙ୍କା ୨ ଟି , ଧଣିଆପତ୍ର କିମ୍ବା ଭୃସୁଙ୍ଗା ପତ୍ର  ୧ ବିଡା , ଅଦା ଛୋଟ ଖଣ୍ଡେ , ଲୁଣ ସ୍ଵାଦ ଅନୁସାରେ , ତେଲ ଆବଶ୍ୟକ ଅନୁସାରେ , ଫୁଟଣ ୧ ଚାମଚ  

ପ୍ରଣାଳୀ  -

ବିରି ଓ ଚାଉଳକୁ ୬ ଘଣ୍ଟା ଭିଜାଇ ରଖନ୍ତୁ ଏହାପରେ ତାକୁ ବାଟି ପିଠଉ କରି କିଛି ସମୟ ରଖିଦିଅନ୍ତୁ । 

ଏହାପରେ ତାୱା ଗରମ କରି ଫୁଟଣ ଫୁଟାନ୍ତୁ କଞ୍ଚା ଲଙ୍କା ଓ ଧଣିଆପତ୍ର ପକାଇ ଅଳ୍ପ ଭାଜନ୍ତୁ ବିରି ଚାଉଳ ପିଠଉରେ ଲୁଣ ସ୍ଵାଦ ଅନୁସାରେ ପକାଇ ଗୋଳାଇ ଦିଅନ୍ତୁ ଗରମ ତାୱାରେ ପକାଇ ପକାଇ ଚକୁଳି କରନ୍ତୁ ତେଲ ବୁଲାଇ ମୁସମୁସ  କରି ତାୱାରୁ ବାହାର କରନ୍ତୁ  ଗରମ ଗରମ ଖାଇବାକୁ ଦିଅନ୍ତୁ  ।