* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Apr 20, 2016

ଖଟା (ରାଗ) ସୁପ - Hot-Sour Soup

ଖଟା (ରାଗ) ସୁପ   -  Hot-Sour Soup
ସାମଗ୍ରୀ:-

ଅଧା କପ ବନ୍ଧାକୋବି କୋରା, ଅଧା କପ ଗାଜର କୋରା, ୬/୭ ଟି ବିନସ ଛୋଟ ଛୋଟ କଟା , ୪/୬ ଟି ବଟମ ଛତୁ ଛୋଟ ଛୋଟ କଟା, ଅଧା ପିଆଜ ଶଣ୍ଢା ଛୋଟ ଛୋଟ କଟା, ୧ ଟି ସିମଳା ମିର୍ଚ ଛୋଟ ଛୋଟ କଟା, ୪/୫ ପାଖୁଡା ରସୁଣ, ଅଧା ଚାମଚ ଅଦା ଛେଚା, ଭେଜିଟେବଲ ଷ୍ଟକ ୫/୬ କପ , ୩ ଚାମଚ କର୍ନଫ୍ଲୋର, ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁଯାଇ, ୨ ଚାମଚ ତେଲ, ୨ ଚାମଚ ଗ୍ରୀନ ଚିଲି ସସ

 HOT SOUR SOUP by OdiaTastyKhana
ପ୍ରସ୍ତୁତି  ପ୍ରଣାଳୀ:

ପ୍ରଥମେ କରେଇରେ ତେଲ ଗରମ କରି ଏଥିରେ ପିଆଜ ଶଣ୍ଢାର ପକାଇ, ରସୁଣ ଓ ଅଦା ଛେଚା ଦେଇ ଭାଜନ୍ତୁ ।  ୧/ ୨ ମିନିଟ ପରେ ଏଥିରେ ସବୁ ପରିବା କଟା ଦେଇ ୨ /୩ ମିନିଟ ଆଞ୍ଚରେ ଭାଜନ୍ତୁ ଏବେ  ଏଥିରେ  ଭେଜିଟେବଲ ଷ୍ଟକ ଦିଅନ୍ତୁ ସୁପ ଫୁଟିଲେ କର୍ନଫ୍ଲୋରରେ ½ କପ ଥଣ୍ଡା ପାଣି ଦେଇ ମିଶ୍ରଣ କରି ଏହି ସୁପରେ  ମିଶାନ୍ତୁ ଏହାକୁ ଭଲକରି  ଗୋଳାନ୍ତୁ ସୁପ ଗାଢା ହେଲେ ଗ୍ରୀନ ଚିଲି ସସ , ସୋୟା ସସ ପକାନ୍ତୁ ଲୁଣ ଓ ଗୋଲମରିଚ ଗୁଣ୍ଡ ସ୍ଵାଦ ଅନୁସାରେ ଦିଅନ୍ତୁସୁପ ର ସ୍ଵାଦ ବଢାଇବା ପାଇଁ  ଏଥିରେ ଗରମ ତେଲରେ  ନାଲି ଲଙ୍କା ଗୁଣ୍ଡ ଫୁଟାଇ ମିଶାଇ  ଦିଅନ୍ତୁ  ଏହାକୁ ଗରମ ଗରମ ପରସନ୍ତୁ ।