କଷ୍ଟାଡ-Custard
ପ୍ରସ୍ତୁତି
ସାମଗ୍ରୀ -
କ୍ଷୀର ୧ /୨ ଲି . , କଷ୍ଟାଡ ପାଉଡର
- ୪ ଚାମଚ ,ଚିନି
– ୧ କପ୍ , ସେଓ - ୧ ଟି ,
କଦଳୀ -
୧ ଟି , କିଛି
କାଜୁ
ପ୍ରଣାଳୀ -
ପ୍ରଥମେ
କ୍ଷୀର ଫୁଟାଇବା । କ୍ଷୀର ଫୁଟିଗଲା
ପରେ ଗୋଟିଏ ଗିନାରେ
ସେଇ କ୍ଷୀରରୁ କିଛି
କ୍ଷୀର ଥଣ୍ଡା କରିବା । କ୍ଷୀର
ଥଣ୍ଡା ହୋଇଗଲେ ସେଥିରେ
କଷ୍ଟାଡ
ପାଉଡର ଗୋଳାଇବା । ଫୁଟା
କ୍ଷୀରରେ ଚିନି ଗୋଳାଇବା
।
ତା ପରେ କଷ୍ଟାଡକୁ
କ୍ଷୀରରେ ପକାଇ ଗୋଳାଇବା
।
ଯେପରି ବହଳିଆ ହେବ । ଏବେ ଚୁଲି
ଲିଭାଇ ଦେଇ ଥଣ୍ଡା
କରିବା । ଏବେ ଫଳକୁ
ଛୋଟ ଛୋଟ କରି
କାଟିବା । ଏବେ କଷ୍ଟାଡକୁ
ଗୋଟିଏ ଗିନାରେ କିଛି
ଆଣି ତା ଉପରେ
କଟା ଯାଇଥିବା କିଛି
ଫଳ ଓ କାଜୁକୁ
ପକାଇବା । ( ଆପଣ ଫଳ
ବଦଳରେ ଚକଲେଟ ନେଇ
ପାରିବେ ) । ଏବେ ପ୍ରସ୍ତୁତ ହୋଇଗଲା
କଷ୍ଟାଡ । ଏହାକୁ ଫ୍ରିଜ୍ ରେ
୫/୧୦ ମିନିଟ ରଖି
ଖାଇଲେ ବହୁତ ଭଲ
ଲାଗେ ।
No comments:
Post a Comment