ଅଁଳା ଆଚାର –AMLA PICKLE
ପ୍ରସ୍ତୁତି ସାମଗ୍ରୀ - ଅଁଳା - ½ କିଲୋ , କାଗିଜିଲେମ୍ବୁ ୩ ଟି , ଗୋଲମରିଚ ଗୁଣ୍ଡ
୧ ଟେବୁଲ ଚାମଚ , ଲୁଣ ଓ
ବିଟଲୁଣ ପରିମାଣ ଅନୁଯାଇ
।
ପ୍ରଣାଳୀ - ଅଁଳାକୁ
କାଟି ମଞ୍ଜି ବାହାର
କରି ନେଇ ଖରାରେ ଶୁଖାନ୍ତୁ । ଏହା ଶୁଖି
ଖଡ ଖଡ ହୋଇଗଲେ ଏହାକୁ
ଛେଚାରେ କୁଟି ଭଲଭାବରେ
ଗୁଣ୍ଡ କରିନିଅନ୍ତୁ । ଅଁଳାଚୁରା , ବିଟ
ଲୁଣ , ଗୋଲମରିଚଗୁଣ୍ଡ
ଓ ଲେମ୍ବୁ ରସ
ମିଶାଇ ଖରାରେ ଶୁଖାଇବେ
।
ଏହାପୁରା ଶୁଖିଗଲେ
ଏହାକୁ ପୁଣି ଥରେ ଛେଚାରେ କୁଟି
କାଚ ବୋତଲରେ ରଖିବେ । ଦିନରେ
ଏହାକୁ ୧ ଚାମଚ
ଖାଇଲେ ଏହା ହଜମ
ଶକ୍ତି ବଢାଇ ଥାଏ ।
No comments:
Post a Comment