* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jul 16, 2014

ଭେଣ୍ଡି ଦହି ଚଟଣି - Bhendi Dahi Chatni

ଭେଣ୍ଡି ଦହି ଚଟଣି - Bhendi Dahi Chatni

ସାମଗ୍ରୀ--

୨୦୦ ଗ୍ରାମ ଭେଣ୍ଡି , ୨୫୦ ଗ୍ରାମ ଦହି ,୫ ଗ୍ରାମ କଞ୍ଚା ଲଙ୍କା ବଟା ,୫ ଗ୍ରାମ କଳା ଲୁଣ

Dahi Bhendi chatni


ପ୍ରଣାଳୀ---

ଭେଣ୍ଡିକୁ ଭଲ ଭାବରେ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ | କଟା ଭେଣ୍ଡିକୁ ତେଲରେ ଭଲ ଭାବରେ ଭାଜି ନିଅନ୍ତୁ | ଭାଜି ହୋଇଗଲା ପରେ ଏଥିରେ ଦହି ,ଲଙ୍କା ବଟା , କଳା ଲୁଣ ଆଦି ଗୋଳାଇ ଦିଅନ୍ତୁ | ଥଣ୍ଡା ହେଲା ପରେ ପରସି ଦିଅନ୍ତୁ |

No comments:

Post a Comment