* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Feb 15, 2015

ଲାଉ ହାଲୁଆ –Bottle Guard Halva

ଲାଉ ହାଲୁଆ –Bottle Guard Halva

ଆବଶ୍ୟକ ସାମଗ୍ରୀ :
୨ କପ୍ କୋରାଲାଉ , ୧ କପ୍ ଚିନି , ୫ ଚାମଚ ଖୁଆ , ୪ ଚାମଚ ଘିଅ , ଆବଶ୍ୟକ ମୁତାବକ କାଜୁ , କିସମିସ ଓ ଗୁଜୁରାତି ଗୁଣ୍ଡ |

ଲାଉ ହାଲୁଆ –Bottle Guard


ପ୍ରସ୍ତୁତ ପ୍ରଣାଳୀ :


କଡେଇରେ ଘିଅ ଗରମ କରି ଲାଉକୋରା ପକାଇ ଭାଜନ୍ତୁ | ସେଥିରୁ ପାଣି ଶୁଖିଗଲେ ଚିନି ପକାଇ ପୁଣି ଥରେ କିଛି ସମୟ ଭାଜନ୍ତୁ | ୫ ମିନିଟ୍ ପରେ ସେଥିରେ ଖୁଆ , କାଜୁ ଓ କିସମିସ ପକାଇ ଭାଜନ୍ତୁ | ଲାଉ ସିଝିଗଲା ପରେ ସେଥିରେ ଗୁଜୁରାତି ଗୁଣ୍ଡ ଗୋଳାଇ ଓହ୍ଲାଇ ଆଣନ୍ତୁ | ଏହାକୁ ଥଣ୍ଡା କରି ପରିବେଷଣ କରନ୍ତୁ |

No comments:

Post a Comment