ପାଳଙ୍ଗ ବଡି ଚୂଡ ଚୂଡା – Spinach Badi ChudChudaa
ପ୍ରସ୍ତୁତି ସାମଗ୍ରୀ –
ଫୁଲ ବଡି ୫ଟି , ପାଳଙ୍ଗ ଶାଗ ୧ ବିଡା , ରସୁଣ ୪/୫ ପାଖୁଡା , ସୋରିଷ, ଲୁଣ ସ୍ଵାଦ ଅନୁସାରେ ।
ପ୍ରଣାଳୀ –
ପ୍ରଥମେ ଫୁଲବଡିକୁ ଖାଲି ତାୱାରେ ଭାଜି ରଖନ୍ତୁ
। କଡେଇରେ ତେଲ ଫୁଟିଲେ ସେଥିରେ କଟା ପାଳଙ୍ଗ ଶାଗକୁ ପକାନ୍ତୁ । ଵ ପିଠାଖଡିକାରେ
ଟିକେ ସମୟ ଓଲଟ ପାଲଟ କରନ୍ତୁ । ସେଥିରେ ଛେଚା ରସୁଣ , ସୋରିଷ ବଟା ଓ ଭଜା ବଡି ଦେଇ ବସନ୍ତୁ । ସ୍ଵାଦ
ଅନୁସାରେ ଲୁଣ ଦିଅନ୍ତୁ । ପାଣି ଅଂଶ ମରିଗଲେ ଏହାକୁ
ଗରମ ଗରମ ପରଶନ୍ତୁ । ଏହା ଅତି ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ମଧ୍ୟ । ଏହାକୁ ନିୟମିତ ବ୍ୟବହାର କଲେ ଚକ୍ଷୁ ସ୍ଵସ୍ଥ ରହେ ।