* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Feb 20, 2017

ପାଳଙ୍ଗ ବଡି ଚୂଡ ଚୂଡା – Spinach Badi ChudChudaa

ପାଳଙ୍ଗ ବଡି ଚୂଡ ଚୂଡା – Spinach Badi ChudChudaa

ପ୍ରସ୍ତୁତି  ସାମଗ୍ରୀ – 


ଫୁଲ ବଡି ୫ଟି , ପାଳଙ୍ଗ ଶାଗ ୧ ବିଡା , ରସୁଣ ୪/୫ ପାଖୁଡା , ସୋରିଷ, ଲୁଣ ସ୍ଵାଦ ଅନୁସାରେ ।  

ପ୍ରଣାଳୀ –



ପ୍ରଥମେ ଫୁଲବଡିକୁ ଖାଲି ତାୱାରେ ଭାଜି ରଖନ୍ତୁ । କଡେଇରେ ତେଲ ଫୁଟିଲେ ସେଥିରେ କଟା ପାଳଙ୍ଗ ଶାଗକୁ ପକାନ୍ତୁ । ପିଠାଖଡିକାରେ ଟିକେ ସମୟ ଓଲଟ ପାଲଟ କରନ୍ତୁ । ସେଥିରେ ଛେଚା ରସୁଣ , ସୋରିଷ ବଟା ଓ ଭଜା ବଡି ଦେଇ ବସନ୍ତୁ । ସ୍ଵାଦ  ଅନୁସାରେ ଲୁଣ ଦିଅନ୍ତୁ । ପାଣି ଅଂଶ ମରିଗଲେ ଏହାକୁ ଗରମ ଗରମ ପରଶନ୍ତୁ । ଏହା ଅତି ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ମଧ୍ୟ ।  ଏହାକୁ ନିୟମିତ ବ୍ୟବହାର କଲେ ଚକ୍ଷୁ ସ୍ଵସ୍ଥ ରହେ ।