ଓଟସ ଇଡ୍ଲୀ – Oats Idli
ସାମଗ୍ରୀ:-
୨ କପ ଓଟସ , ୧ କପ ସୁଜି, ୨ କପ ପାଣି , ଅଳ୍ପ କଟା ଗାଜର, ଅଳ୍ପ ଦହି, ୧ଚାମଚ ଖାଇବା ସୋଡା, ଚିନି , ଗ୍ରୀନ ମଟର , ୧ ଚାମଜ ଗୋଟା ସୋରିଷ, ଜୀରା, ଅଦା , ତେଜ ପତ୍ର , ହେଙ୍ଗୁ , ଅଦା , କାଜୁ, ଧଣିଆପତ୍ର ଅଳ୍ପ, ତେଲ , ଚଣା ଓ ହରଡ ଡାଲି ଅଳ୍ପ ।
ପ୍ରସ୍ତୁତି ପ୍ରଣାଳୀ:
ଏହାପରେ ଇଡ୍ଲୀ ଛାଞ୍ଚ ଗରମ କରି ସେଥିରେ
ଘୋଳ କିଛି କିଛି ଦେଇ ଢାଙ୍କୁଣୀ ବନ୍ଦ କରନ୍ତୁ । ମାଧ୍ୟମ ଆଞ୍ଚରେ ୧୧ ରୁ ୧୫ ମିନିଟ ପର୍ଯ୍ୟନ୍ତ
ଛାଡି ଦିଅନ୍ତୁ । ଏହାପରେ ଆଞ୍ଚ ବନ୍ଦ କରି ଥଣ୍ଡା ହେଲାପରେ ଢାଙ୍କୁଣୀ ଖୋଲି ଚାମଚ ସାହାଯ୍ୟରେ ଇଡ୍ଲୀକୁ କାଢନ୍ତୁ । ଏହାକୁ ଏବେ ସମ୍ବର ଓ ସହ ଖୁଆନ୍ତୁ । ଏହା ଯେତିକି
ସ୍ଵାଦିଷ୍ଟ ସେତିକି ସ୍ଵାସ୍ଥ୍ୟକର ଓ ଶକ୍ତି ଦାୟକ ମଧ୍ୟ ।