ଜଲିପି -Jalipi
ସାମଗ୍ରୀ:-
ମଇଦା -୧୫୦ ଗ୍ରାମ , ଚିନି – ୧୫୦ ଗ୍ରାମ , ଦହି - ଅଧକପ , ରିଫାଇନ – ଆବଶ୍ୟକ
ଅନୁଯାଇ , ବିରି – ୫୦ ଗ୍ରାମ ।
ପ୍ରସ୍ତୁତି ପ୍ରଣାଳୀ:
-
ବିରିକୁ
ପାଣିରେ ଭିଜାଇ ରଖିବେ । କିଛି ସମୟ ପରେ
ବିରିକୁ ବାଟି କରି
ରଖିବେ । ରାତିରେ
ବିରିବଟା , ମଇଦା ଓ ଦହିରେ
ପାଣି ମିଶାଇ ଭଲଭାବରେ
ଗୋଳାଇ ରଖିବେ । ଏହି ମିଶ୍ରଣକୁ
ରାତିସାରା ପଦାରେ ରଖିବେ । ସକାଳୁ ଚିନିରେ
ସିରା ପ୍ରସ୍ତୁତ କରିବେ । ରିଫାଇନ ତେଲକୁ କଡେଇରେ
ଗରମ କରିବେ । ଗୋଟିଏ କପଡା କିମ୍ବା
ସଡେଇରେ ମଝିରୁ କଣା
କରି ମଇଦା ମିଶ୍ରଣକୁ
ତେଲରେ ପକାଇ ଛାଣିବେ । ଏହାପରେ ତାକୁ ସବୁ
ସିରାରେ ବୁଡାଇ ଥାଳିରେ
ସଜାଡିକରି ରଖନ୍ତୁ ।
No comments:
Post a Comment