କୁକୁମ୍ବର କ୍ୟାଟ୍ ଫେସସ
ଆବଶ୍ୟକ   ସାମଗ୍ରୀ :
ଗୋଟିଏ  ପ୍ଳେଟ , କିଛି  କାକୁଡି ଖଣ୍ଡ , ପତଳା  କଞ୍ଚା  ପିଆଜ ଖଣ୍ଡ  , ପତଳା  ଗାଜର ଖଣ୍ଡ , ୩ଟି   ତିନିକୋଣିଆ   ଛେନାଖଣ୍ଡ| 
ପ୍ରସ୍ତୁତ  ପ୍ରଣାଳୀ  :
ପ୍ରଥମେ  ପ୍ଳେଟରେ  କାକୁଡି  ଖଣ୍ଡକୁ  ସଜାଇ  ରଖନ୍ତୁ  | ଏଥିରେ  ସୁନ୍ଦର  ଦିଶିଲା  ଭଳି  ପିଆଜ  ଖଣ୍ଡକୁ  ସଜାଇ  ରଖନ୍ତୁ |  କାକୁଡି  ଖଣ୍ଡର  ମଧ୍ୟଭାଗରେ  ଛେନାର  ଖଣ୍ଡ  ରଖିବା  ପରେ   ଏହାର  କଡରେ  ଗାଜର  ଖଣ୍ଡକୁ   ସଜାଇ  ରଖନ୍ତୁ   | ଏବେ  ପ୍ରସ୍ତୁତ  ହୋଇଗଲା   କୁକୁମ୍ବର  କ୍ୟାଟ୍ ଫେସସ |

No comments:
Post a Comment