* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Feb 1, 2015

ଟମାଟୋ ବଗସ୍-TAMATO BUGS

ଟମାଟୋ ବଗସ୍-TAMATO BUGS

ଆବଶ୍ୟକ ସାମଗ୍ରୀ :

ମଧ୍ୟମ ଆକାରର ଟମାଟୋ , ଗୋଲମରିଚ , ଲହୁଣୀ , ବ୍ଳାକ୍ ଅଲିଭସ , ଟୁଥ ପିକ୍ |



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଟମାଟୋକୁ ସମାନ ୨ ଖଣ୍ଡ କରି କାଟନ୍ତୁ | ଖଣ୍ଡ ଟମାଟୋ ଉପର ଭାଗରେ ଲହୁଣୀ ଦେଇ ଗୋଲମରିଚ ଗୁଣ୍ଡ ଛିଞ୍ଚି ଦିଅନ୍ତୁ | ଏବେ ଏହା ଉପରେ ଟୁଥ ପିକ୍ ଲଗାନ୍ତୁ | ଟୁଥ ପିକ୍ ଉପର ଭାଗରେ ବ୍ଳାକ୍ ଅଲିଭସ ଲଗାନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା ଟମାଟୋ ବଗସ୍ | ଏବେ ଏହାକୁ ଆରାମରେ ଖାଆନ୍ତୁ ଓ ଏହାର ମଜା ନିଅନ୍ତୁ |

No comments:

Post a Comment