କମଳା ଚୋପା ଆଚାର - Lemon Skin Pickle
କମଳା ଚୋପାକୁ ଲୁଣ ପାଣିରେ ପକାଇ ଏହାକୁ ଛାଣି ଖରାରେ ପକାଅ | ଏହା ଶୁଖି ହାତରେ ଗୁଣ୍ଡକଲା ପରି ହେଲେ ରଖ | ମେଥି , ଜୁଆଣିକୁ ଭାଜି ଗୁଣ୍ଡ କରି ନିଅ |
କଡ଼ାଇରେ ତେଲକୁ ଫୁଟାଇ ଶୁଖିଲା କମଳା ଚୋପାକୁ ପକାଇ କଡ଼ାଇ ଓହ୍ଲାଇନେବ | ଏହାକୁ ଥଣ୍ଡାକରି ଗୋଟିଏ କାଚ ବମରେ ରଖିବ | ଏଥିରେ ଲଙ୍କାଗୁଣ୍ଡ , ମେଥି , ଜୁଆଣି ଗୁଣ୍ଡ ଚିନି ମିଶାଇ ଭଲଭାବେ ବମର ମୁଖକୁ ବାନ୍ଧି ଖରାରେ ଆOଦିନ ଦେଇ ଖାଇବାକୁ ଦେବ |

No comments:
Post a Comment