କମଳା ଚୋପା ଆଚାର - Lemon Skin Pickle
![କମଳା ଚୋପା ଆଚାର](https://lh3.googleusercontent.com/blogger_img_proxy/AEn0k_s8pr_I4m90v3qOVCpNk7GtfgjwjF38q7Bul9VVcCDGiXOv1bLFgfgiqaD6PYiYyI2wpvptmhTIndHDq5iymCNfK1ndqQn-B4vqCK_Aug_gfNw8I9yscvXAyiyWWDPnTTKmUWFPymvnvEIkKbUIg_rT0A=s0-d)
କମଳା ଚୋପାକୁ ଲୁଣ ପାଣିରେ ପକାଇ ଏହାକୁ ଛାଣି ଖରାରେ ପକାଅ | ଏହା ଶୁଖି ହାତରେ ଗୁଣ୍ଡକଲା ପରି ହେଲେ ରଖ | ମେଥି , ଜୁଆଣିକୁ ଭାଜି ଗୁଣ୍ଡ କରି ନିଅ |
କଡ଼ାଇରେ ତେଲକୁ ଫୁଟାଇ ଶୁଖିଲା କମଳା ଚୋପାକୁ ପକାଇ କଡ଼ାଇ ଓହ୍ଲାଇନେବ | ଏହାକୁ ଥଣ୍ଡାକରି ଗୋଟିଏ କାଚ ବମରେ ରଖିବ | ଏଥିରେ ଲଙ୍କାଗୁଣ୍ଡ , ମେଥି , ଜୁଆଣି ଗୁଣ୍ଡ ଚିନି ମିଶାଇ ଭଲଭାବେ ବମର ମୁଖକୁ ବାନ୍ଧି ଖରାରେ ଆOଦିନ ଦେଇ ଖାଇବାକୁ ଦେବ |

No comments:
Post a Comment