* *** WISH YOU ALL A HAPPY Diwali ...... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Jun 15, 2014

ବିଲାତି ବାଇଗଣ ଆଚାର - Tamato Pickle

ବିଲାତି ବାଇଗଣ ଆଚାର - Tamato Pickle






ଆବଶ୍ୟକୀୟ  ଉପକରଣ :

 ବିଲାତି  ବାଇଗଣ ( ଅତ୍ୟଧିକ  ପାଚିଲା  ହୋଇ ନ ଥିବ   କିମ୍ବା  ଅତ୍ୟଧିକ   କଞ୍ଚା  ହୋଇ ନ ଥିବ  ) , ସୋରିଷ  ତେଲ ,  ସୋରିଷ  ଗୁଣ୍ଡ , ମେଥି  ଗୁଣ୍ଡ , ହଳଦୀ  ଗୁଣ୍ଡ , ଲଙ୍କାଗୁଣ୍ଡ , ହେଙ୍ଗୁ , ଲୁଣ ,
ବିଲାତି  ବାଇଗଣ  ଆଚାର - Tamato Pickle tamato achaar



ପ୍ରଣାଳୀ ----  ପ୍ରଥମେ  ଟମାଟୋ  ଗୁଡିକର  ମୁଣ୍ଡି  ବାହାର  କରି  ପାଣିରେ  ଭଲଭାବରେ  ଧୋଇଦବ  |  ଧୁଆହେବା  ଟମାଟୋକୁ   ଛୋଟ ଛୋଟ  ଖଣ୍ଡ  କରି  କାଟିଦେବ  ଓ   ଆବଶ୍ୟକୀୟ  ପରିମାଣର  ଲୁଣ  ଓ  ହଳଦୀ  ଦେଇ  ଜୁଆଇବ  |  ପ୍ରାୟ  ୨୪ ଘଣ୍ଟା  ପରେ  ପ୍ରଥମେ  ତେଲ  ଗରମ  କରିବ  |ତେଲରୁ  ଫେଣ  ଅଂଶ   ମରିଗଲେ    ସଙ୍ଗେ  ସଙ୍ଗେ  ଚୁଲିରୁ  କାଢି  ଦେବ   |  ତେଲ   ଅଳ୍ପ  ଗରମ   ଥିବା  ଅବସ୍ଥାରେ  ଲଙ୍କାଗୁଣ୍ଡ   ଓ  ହେଙ୍ଗୁ  ପକାଇବ  |  ପୁରା  ଥଣ୍ଡା  ହୋଇଗଲେ  ଉପରୋକ୍ତ  ମସଲା    ଓ  ପାଗ  ହୋଇଥିବା  ଟମାଟୋ  ଖଣ୍ଡ   ପକାଇ  ଗୋଳାଇବ  ଓ   ଜାରରେ  ରଖିଦେବ  | ଆପଙ୍କ ବିଲାତି ବାଇଗଣ ଆଚାର ପ୍ରସ୍ତୂତ |

No comments:

Post a Comment