* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Pickle from Spices. Show all posts
Showing posts with label Pickle from Spices. Show all posts

Sep 20, 2015

ଆମ୍ବକଷିଆ ଅଦା ଆଚାର -GINGER PICKLE

ଆମ୍ବକଷିଆ  ଅଦା ଆଚାର -GINGER PICKLE

ପ୍ରସ୍ତୁତି  ସାମଗ୍ରୀ – 
ଆମ୍ବକଷିଆ  ଅଦା ୫୦ ଗ୍ରାମ , ତେନ୍ତୁଳି ୪/୫ ଫୋଡା, ମେଥି ୧ ଚାମଚ,ହେଙ୍ଗୁ ୧ ଚାମଚ , ଲଙ୍କା ଗୁଣ୍ଡ ୧ ଚାମଚ, ରିଫାଇନ ତେଲ ୫୦/୬୦ ଗ୍ରାମ, ଗୋଟା  ସୋରିଷ ୧ ଚାମଚ , ସୋଲା ଡାଲି ୧ ଚାମଚ, ଜୀରା ୧୦ ଚାମଚ , ଲାଲ ଲଙ୍କା ୪/୫ ଟା |

ପ୍ରଣାଳୀ  -
      ପ୍ରଥମେ ଅଦାକୁ ଧୋଇ ପୋଛି ସଫାକରି ଚୋପା ସଫାକରି କାଟି ଦିଅନ୍ତୁ | ଏହାପରେ ତେନ୍ତୁଳି ସହ ଅଦାକୁ ଭଲଭାବେ ଚିକ୍କଣ କରି ବାଟି ଦିଅନ୍ତୁ ବା ଗ୍ରାଇଣ୍ଡିଙ୍ଗ କରି ରଖନ୍ତୁ | ଏହାପରେ ମେଥି ଓ ହେଙ୍ଗୁକୁ ଅଳ୍ପ ଭାଜି ଗୁଣ୍ଡକରି ଏହାସହ ଲଙ୍କା ଗୁଣ୍ଡ ଲୁଣ ମିଶାଇ  ରଖନ୍ତୁ | 
ତେଲରେ ଗୋଟା ଲଙ୍କା, ସୋରିଷ, ସୋଲାଡ଼ାଲି ଓ ଜୀରା ପୋଟାଇ ନିଅନ୍ତୁ | ଜୀରା ଫୋଟି ଗଲେ କଡ଼ାଇ ଓହ୍ଲାଇ ଥଣ୍ଡା କରି ନିଅନ୍ତୁ | ଏହାପରେ ଏଥିରେ ଅଦା ବଟା ପକାଇ ଭାଲଭାବେ ମିଶାଇ ମିଶାଇ ନିଅନ୍ତୁ | ଏହା ୩/୪ ମାସ ରହି ପାରିବ | ଏହା ପେଟ ଓ ପାଟି ପାଇଁ ଅତି ଭଲ |