* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label PANAS KATHA KOPTA. Show all posts
Showing posts with label PANAS KATHA KOPTA. Show all posts

Nov 10, 2015

JACK FRUIT KOPTA – ପଣସକଠା କୋପ୍ତା

BABY JACK FRUIT KOPTA – ପଣସକଠା କୋପ୍ତା
 ସାମଗ୍ରୀ:
ପଣସକଠା ୧ଟି, ବୁଟ ଡାଲି ଅଧା କପ , କଞ୍ଚା ଲଙ୍କା ୨ଟି, ଅଦା, ପିଆଜ, ରସୁଣ ,ଗରମ ମସଲା, ଧଣିଆପତ୍ର , ତେଲ , ଲୁଣ , ତେଜପତ୍ର ଆବଶ୍ୟକ ପରିମାଣରେ

ପ୍ରସ୍ତୁତି  ପ୍ରଣାଳୀ:

ବୁଟ ଡାଲି ବତୁରାଇ ରଖନ୍ତୁ ପଣସକଠା କାଟି ଛୋଟ ଛୋଟ କରି ସିଝେଇ ଦିଅନ୍ତୁ ଏହାପରେ ପଣସକଠା ଓ ବୁଟ ଡାଲି ବାଟି ଦିଅନ୍ତୁ ଅନ୍ୟ ସବୁ ମସଲା ବାଟି ପେଷ୍ଟ କରି ରଖନ୍ତୁ ତେଲ ଗରମ ହେଲେ ମସଲା କଷି ସେଥିରେ ପଣସ ଓ ବୁଟ ବଟାକୁ ପକାଇ କଷି ଦିଅନ୍ତୁ ଏହାପରେ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ ଥଣ୍ଡା ହେଲା ପରେ ଧନିଆ ପତ୍ର ଛୋଟ ଛୋଟ କରି ଓ ଲୁଣ ସ୍ଵାଦ ଅନୁଯାଇ ପକାଇ ଗୋଳାଇ ଦିଅନ୍ତୁଏହାକୁ  ଛୋଟ ଛୋଟ ଗୋଳା କରି ଭାଜନ୍ତୁ ଏହାକୁ ଗରମ ଗରମ ଚିଲି ସସ ସହ ଖାଇବାକୁ ଦିଅନ୍ତୁ ।