* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label KALARA OR KARELA RECIPE. Show all posts
Showing posts with label KALARA OR KARELA RECIPE. Show all posts

Aug 2, 2014

କଲରା ଲକେଇ – Curry with Bitter -Gourd

କଲରା ଲକେଇ – Curry with Bitter -Gourd

ଆବଶ୍ୟକ ସାମଗ୍ରୀ : 
 ୨୫୦ ଗ୍ରାମ କଲରା, ୧୫୦ ଗ୍ରା. ଗୁଡ, ୧୦୦ ଗ୍ରା. ତେନ୍ତୁଳୀ, ୧ ଚାମୁଚ ପଞ୍ଚଫୁଟଣ, ୮ / ୧୦ ଟି ଭୁସୁଙ୍ଗପତ୍ର, ୪ ଟି ଶୁଖିଲା ଲଙ୍କା, ସୋରିଷ ତେଲ ଓ ଆବଶ୍ୟକ ଅନୁଯାୟୀ ଲୁଣ |

କଲରା   ଲକେଇ – Curry with Bitter -Gourd A NICE CURRY WITH BITTER KALARA 

ପ୍ରସ୍ତୁତ ପ୍ରଣାଳୀ :
 ପ୍ରଥମେ ଚେକି ଚେକି କରି କଲରାକୁ କାଟି ଧୋଇ ରଖନ୍ତୁ | କଡେଇରେ ତେଲ ଗରମକରି ସେଥିରେ ଲଙ୍କା , ଫୁଟଣ ଓ ଭୁସୁଙ୍ଗ ପତ୍ର ପକାଇ ଭାଜନ୍ତୁ | ଫୁଟଣ ଭଲ ଭାବେ ଫୁଟିଲାପରେ କଲରା ପକାଇ କିଛି ସମୟ ଭାଜନ୍ତୁ | କଲରା ସିଝିଗଲା ପରେ ସେଥିରେ ତେନ୍ତୁଳୀ ରସ , ଗୁଡ , ଲୁଣ , ହଳଦୀ ପକାନ୍ତୁ | ପାଣିମରି ଅଳ୍ପ ରାସରସିଆ ଥିବା ଅବସ୍ଥାରେ ଚୂଳିରୁ କଡେଇ ଓହ୍ଲାଇ ଆଣନ୍ତୁ | ଏବେ ପ୍ରସ୍ତୁତ ହୋଇଗଲା କଲରା ଲକେଇ |