* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label Ice Cream wit Oat. Show all posts
Showing posts with label Ice Cream wit Oat. Show all posts

May 1, 2015

ଓଟ୍ ଆଇସ୍କ୍ରିମ-Oats Ice-Cream

ଓଟ୍ ଆଇସ୍କ୍ରିମ -  Oats Ice-Cream
ସାମଗ୍ରୀ:

୩ ଚାମଚ ଓଟ୍ , ୧/୪ କପ କଟା ଫଳ , ଚିନି ସ୍ଵାଦ ଅନୁସାରେ , ୧/୨ କପ ଗରମ ପାଣି କିମ୍ବା କ୍ଷୀର



ପ୍ରଣାଳୀ:


ଏକ ପାତ୍ରରେ ଓଟ୍ ନେଇ ଆବଶ୍ୟକ ଗରମ ପାଣି ନିଅନ୍ତୁ | ମନେରଖନ୍ତୁ ଅଧିକ ପାଣି ଯେପରି ନ ହୁଏ | ଏହାକୁ  ଭଲ ଭାବରେ ମିଶାଇ  ବାହାର କରି ରଖନ୍ତୁ | ଥଣ୍ଡା କରନ୍ତୁ ଯେପରି ପାଣି ପୁରା ମରିଯାଏ | ଏକ ବ୍ଲେଣ୍ଡର ବା ମିକ୍ସର ରେ ଓଟ୍ ଓ ୧/୨ କପ ଫଳ ପସନ୍ଦ ଅନୁସାରେ ଓ ଚିନି ଆବଶ୍ୟକ ଅନୁସାରେ ନେଇ ଭଲଭାବରେ ପେଷ୍ଟ କରନ୍ତୁ | ଏହି ପେଷ୍ଟକୁ ଏକ ଏୟାର ଟାଇଟ ପାତ୍ରରେ ରଖି ଫ୍ରିଜରେ ୧ ବା ୨ ଘଣ୍ଟା ରଖନ୍ତୁ ଯେପରି ପେଷ୍ଟ ସେଟ ହୋଇଯିବ | ଏହାପରେ ଫ୍ରିଜରୁ ବାହାର କରି ପରସନ୍ତୁ ଓ ଷ୍ଟ୍ରାୱବେରୀ ବା ଏପଲ ଫ୍ଳେଭୋର ଦେଇ ସଜାନ୍ତୁ ଏବଂ ମଜା ନିଅନ୍ତୁ |