* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ପାଳଙ୍ଗ ସାବୁ ଦାନା ବରା – Spinach Sabudana Vada. Show all posts
Showing posts with label ପାଳଙ୍ଗ ସାବୁ ଦାନା ବରା – Spinach Sabudana Vada. Show all posts

Mar 1, 2017

ପାଳଙ୍ଗ ସାବୁଦାନା ବରା – Spinach Sabudana Vada

ପାଳଙ୍ଗ ସାବୁଦାନା ବରା – Spinach Sabudana Vada

ପ୍ରସ୍ତୁତି  ସାମଗ୍ରୀ – 

ସାବୁଦାନା ୧୦୦ ଗ୍ରାମ , ସିଝା ଆଳୁ ୨୦୦ ଗ୍ରାମ , ଭଜା ବାଦାମ ୨୦ ଗ୍ରାମ , ଧନିଆ ପତ୍ର ଅଳ୍ପ , କଞ୍ଛା ଲଙ୍କା  ୩/୪ ଟି , ପାଳଙ୍ଗ ୧୦୦ ଗ୍ରାମ , ଲୁଣ ସ୍ଵାଦ ଅନୁସାରେ , ସାଧା ଓଟ୍ସ (oats) ୪୦ ଗ୍ରାମ ,  ସଫୋଲା ତେଲ  ।

ପ୍ରଣାଳୀ –


ସାବୁ ଦାନାକୁ ଧୋଇ ୬-୮ ଘଣ୍ଟା ପାଣିରେ ବତୁରାଇ ରଖନ୍ତୁ । ଏହାପରେ ସାବୁ ଦାନାକୁ ଛାଣି ଗୋଟିଏ ପାତ୍ରରେ ରଖନ୍ତୁ ।  ଏଥିରେ ଆଳୁ , ବାଦାମ,  ଧଣିଆ ପତ୍ର , ଲଙ୍କା , ପାଳଙ୍ଗ ଶାଗ , ଲୁଣ ଓ ଓଟ୍ସ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ । ଏହାପରେ ପ୍ୟାନ ଗରମ କରି ସଫୋଲା ତେଲରେ କମ ଆଞ୍ଚରେ ବରା ଆକାରରେ କରି ଭାଜନ୍ତୁ । 
ଏହା crispy  from outside and soft o tasty from inside । ଏହା ବହୁତ ସ୍ଵାଦିଷ୍ଟ ଓ ସ୍ଵାସ୍ଥ୍ୟକର ମଧ୍ୟ । ସାବୁ ଏହାକୁ chili ଚଟଣି ସହିତ ଖାଇ ପାରିବେ ।