* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ପାମ୍ପଡି ଚାଟ- Papdi Chaat. Show all posts
Showing posts with label ପାମ୍ପଡି ଚାଟ- Papdi Chaat. Show all posts

Dec 1, 2014

ପାମ୍ପଡି ଚାଟ- Papdi Chaat

ପାମ୍ପଡି ଚାଟ- Papdi Chaat

ଆବଶ୍ୟକ ସାମଗ୍ରୀ :

୧୦୦ ଗ୍ରା . ପାମ୍ପଡ , ୨ ଟି ଆଳୁ , ୨/୩ ଚାମଚ ଖଟା ଦହି , ୧ ଚାମଚ ତେନ୍ତୁଳୀ ରସ , ୧ ଚାମଚ କଟା ପିଆଜ , ଅଧା ଚାମଚ ଧନିଆପତ୍ର , ଅଧା ଚାମଚ ଚାଟ ମସଲା , ୧ ଚାମଚ ଚୂନାଚୂନା ନଡିଆ ଖଣ୍ଡ , ୨ ଚାମଚ ଛଣା ସେଓ , ଆବଶ୍ୟକ ଅନୁସାରେ ବିଟ ଲୁଣ ଓ ଟମାଟସସ |



ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଆଳୁ ଦୁଇଟିକୁ ଶିଝାଇ ନେଇ ଛୋଟଛୋଟ ଖଣ୍ଡରେ କାଟି ରଖନ୍ତୁ | ଆବଶ୍ୟକ ଅନୁସାରେ ବିଟ ଲୁଣ , ଟମାଟସସ, ଚାଟମସଲା, ତେନ୍ତୁଳୀ ରସ ଓ ଦହିକୁ ମିଶାଇ ଭଲଭାବରେ ଗୋଳାନ୍ତୁ | ପାମ୍ପଡକୁ ଗୋଟାଗୋଟା ସଜାଇ ଆଳୁ ଓ ଗୋଳା ଯାଇଥିବା ମସଲା ଦେଇ ସେଥିମଧ୍ୟରେ ରଖି ସଜାଇ ଦିଅନ୍ତୁ | ଏହା ଉପରେ କଟା ନଡିଆ , ଛଣା ସେଓ ଓ ଅଳ୍ପ ଦହି ଦେଇ ଖାଇବାକୁ ଦିଅନ୍ତୁ |