* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ଦହିଭାତ. Show all posts
Showing posts with label ଦହିଭାତ. Show all posts

Apr 10, 2015

ଦହିଭାତ CURD WATER-RICE

ଦହିଭାତ CURD WATER-RICE

ପ୍ରସ୍ତୁତି  ସାମଗ୍ରୀ  -
ଅରୁଆଚାଉଳ  ୨୫୦  ଗ୍ରାମ , ଅଦା  ଛେଚା ୨  ଚାମଚ ,  କଞ୍ଚାଲଙ୍କା   କଟା ୨ ଟି  ,  ଦହି  ୨  କପ୍ , ସୋରିଷ  ଅଧା  ଚାମଚ ,  ଜିରା  ଅଧା ଚାମଚ ,  କିଛି  ଭୁରୁସଙ୍ଗପତ୍ର , ତେଲ  ଓ  ଲୁଣ   ପରିମାଣ  ଅନୁଯାୟୀ 

ପ୍ରଣାଳୀ  - 
ପ୍ରଥମେ    ଅରୁଆଚାଉଳକୁ  ଭାତ  ରାନ୍ଧିନିଅନ୍ତୁ  ।  ଭାତ  ଥଣ୍ଡା  ହେଲେ  ଫେଣ୍ଟା   ହୋଇଥିବା  ଦହିରେ  ମିଶାନ୍ତୁ  ।  ତେଲରେ   ଅଦା ,  ସୋରିଷ , ଜିରା , କିଛି  କଟା କଞ୍ଚାଲଙ୍କା , ଭୁରୁସଙ୍ଗପତ୍ର   ଆଦି  ଫୁଟେଇ  ଦହିଭାତରେ  ମିଶାନ୍ତୁ  । ଏବେ   ଏହାକୁ   ଗୋଟିଏ  ପାତ୍ରକୁ   କାଢି  ତାହା  ଉପରେ   କିଛି  କଟା କଞ୍ଚାଲଙ୍କା  ଓ  ଧନିଆପତ୍ରକୁ  ସଜାଡି  ଦିଅନ୍ତୁ  ଏବେ  ପ୍ରସ୍ତୁତ  ହୋଇଗଲା  ଦହିଭାତ  ଏହାକୁ  ନିଜେ  ଚାଖନ୍ତୁ   ଓ  ଅନ୍ୟକୁ   ଦିଅନ୍ତୁ