* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ଟମାଟୋ ଡାଲି – Tamato Dal. Show all posts
Showing posts with label ଟମାଟୋ ଡାଲି – Tamato Dal. Show all posts

Mar 1, 2015

ଟମାଟୋ ଡାଲି – Tamato Dal

ଟମାଟୋ ଡାଲି – Tamato Dal

ସାମଗ୍ରୀ:

ଟମାଟୋ ୨ଟି, ପିଆଜ ୧ଟି, ସୋରିଷ ୧/୨ ଚାମଚ , ହଳଦୀ ଗୁଣ୍ଡ ୧ ଚାମଚ, କଞ୍ଚା ଲଙ୍କା ୨ଟି , ଭୁରୁସଙ୍ଗା ପତ୍ର, ହରଡ କିମ୍ବା ମସୁର ଡାଲି ୧ କପ, ବିରି ଡାଲି ୧/୨ ଚାମଚ, ତେଲ, ଲୁଣ ସ୍ଵାଦ ଅନୁସାରେ ।

DAMATO DAL BY ODIATASTYKHANA

ପ୍ରଣାଳୀ:

ପ୍ରଥମେ ଡାଲିକୁ ହଳଦୀ ପାଣିରେ ସିଝାଇ ରଖନ୍ତୁ । ଏହାପରେ କରେଇ ବସାଇ ତେଲ ପକାନ୍ତୁ । ତେଲ ଗରମ ହେଲେ କଟା ପିଆଜ ପକାଇ ଭଜନ୍ତୁ । ଏହାପରେ ଏଥିରେ କଟା ବିଲାତି ଓ କଞ୍ଚା ଲଙ୍କା ପକାଇ ଭଜନ୍ତୁ । ତାପରେ ଡାଲି ପକେଇ ଗୋଳେଇ ଦିଅନ୍ତୁ । ସ୍ଵାଦ ଅନୁସାରେ ଲୁଣ ପକାଇ ଗୋଳେଇ ଦିଅନ୍ତୁ । ଅନ୍ୟ ଏକ କରେଇରେ ତେଲ ଫୁଟେଇ ବିରିଡାଲି, ସୋରିଷ, ହେଙ୍ଗୁ, ଭୁରୁସଙ୍ଗା ପତ୍ର ପକାଇ ଭାଜି ଡାଲି ସହିତ ମିଶାଇ ଦିଅନ୍ତୁ । ଏହାକୁ ଗରମ ଗରମ ଖାଇବାକୁ ପରଷନ୍ତୁ । ଏହାକୁ ରୁଟି ସହିତ ଖାଇବାକୁ ଭଲ ଲାଗେ ।