* *** PLANT A NEEM TREE.... WISH YOU ALL A HAPPY HOME STAY AND SAFE FROM CORONA ......... Best Wishes for MAKING YOUR KITCHEN CLEAN ...THANKS FOR BEING WITH US FOR MORE THAN FIVE YEARS.. ଜୟ ଓଡିଶା....Enjoy and Celebrate... * Use E-Cards.E-Greetings,E-mail. Follow by Email. Save our Green Odisha.. ATULYA ODISHA

Showing posts with label ଓଟସ ଇଡ୍ଲୀ – Oats Idli. Show all posts
Showing posts with label ଓଟସ ଇଡ୍ଲୀ – Oats Idli. Show all posts

Jun 10, 2016

ଓଟସ ଇଡ୍ଲୀ – Oats Idli

ଓଟସ ଇଡ୍ଲୀ – Oats   Idli
ସାମଗ୍ରୀ:-
୨ କପ ଓଟସ , ୧ କପ ସୁଜି, ୨ କପ ପାଣି , ଅଳ୍ପ କଟା ଗାଜର, ଅଳ୍ପ ଦହି, ୧ଚାମଚ ଖାଇବା ସୋଡା, ଚିନି , ଗ୍ରୀନ ମଟର , ୧ ଚାମଜ ଗୋଟା ସୋରିଷ, ଜୀରା, ଅଦା , ତେଜ ପତ୍ର , ହେଙ୍ଗୁ , ଅଦା , କାଜୁ, ଧଣିଆପତ୍ର ଅଳ୍ପ, ତେଲ , ଚଣା ଓ ହରଡ ଡାଲି ଅଳ୍ପ

ପ୍ରସ୍ତୁତି  ପ୍ରଣାଳୀ:
ପ୍ରଥମେ ପ୍ୟାନ ଗରମ କରି ସେଥିରେ କିଛି ତେଲ ପକାନ୍ତୁ ତେଲ ଭଲ ଭାବେ ଗରମ ହେଲେ ଜୀରା ,ସୋରିଷ ,ଡାଲି , ତେଜ ପତ୍ର , ହେଙ୍ଗୁ , ଅଦା ପକାଇ ସୁନେଲି ରଙ୍ଗ ହେଲା ପର୍ଯ୍ୟନ୍ତ ଭାଜି ସେଥିରେ ସୁଜି  ଓ ଓଟସ ପାଉଡର ମିଶାଇ ସାମାନ୍ୟ ଭାଜନ୍ତୁ କିଛି ଲୁଣ ପକାଇ ଗୋଳାଇ ଦିଅନ୍ତୁ ଏହାପରେ ଏଥିରେ କିଛି ପାଣି ଓ ଦହି ପକାଇ ଭଲ କରି ଗୋଳାଇ ଦିଅନ୍ତୁ ଏବେ ଏଥିରେ ଅଳ୍ପ ଖାଇବା ସୋଡା , କଟା କାଜୁ, ଗାଜର ଗ୍ରୀନ ମଟର ପକାଇ ଗୋଳାଇ ଦିଅନ୍ତୁ ଏବେ ପ୍ରସ୍ତୁତ ଆପଣଙ୍କ ଘୋଳ । 


ଏହାପରେ ଇଡ୍ଲୀ ଛାଞ୍ଚ ଗରମ କରି ସେଥିରେ ଘୋଳ କିଛି କିଛି ଦେଇ ଢାଙ୍କୁଣୀ ବନ୍ଦ କରନ୍ତୁ ମାଧ୍ୟମ ଆଞ୍ଚରେ ୧୧ ରୁ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏହାପରେ ଆଞ୍ଚ ବନ୍ଦ କରି ଥଣ୍ଡା ହେଲାପରେ  ଢାଙ୍କୁଣୀ ଖୋଲି ଚାମଚ ସାହାଯ୍ୟରେ ଇଡ୍ଲୀକୁ କାଢନ୍ତୁ ଏହାକୁ ଏବେ ସମ୍ବର ଓ ସହ ଖୁଆନ୍ତୁ ଏହା ଯେତିକି ସ୍ଵାଦିଷ୍ଟ ସେତିକି ସ୍ଵାସ୍ଥ୍ୟକର ଓ ଶକ୍ତି ଦାୟକ ମଧ୍ୟ ।